ମନ ଜିଣୁଛି ଆଦିବାସୀ ନାଚ, ଗୀତ

ପ୍ରଦର୍ଶନୀ ପଡିଆରେ ଚାଲିଥିବା ରାଜ୍ୟସ୍ତରୀୟ ଆଦିବାସୀ ମେଳରେ ମନ ଜିଣୁଛି ଆଦିବାସୀଙ୍କ ପାରମ୍ପରିକ ନାଚ, ଗୀତ l ସନ୍ଧ୍ୟା ସାଢେ ୬ରୁ ସାଢେ ୮ପର୍ଯ୍ୟନ୍ତ ମେଳା ମଧ୍ୟରେ ଥିବା ସାଂସ୍କୃତିକ ମଣ୍ଡପରେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର କାକକାର ମାନେ ନାଚ, ଗୀତ ପରିବେଷଣ କରୁଛନ୍ତି l

ଏହି ୧୦ ଦିନିଆ ମେଳାରେ ପ୍ରତି ସନ୍ଧ୍ୟାରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏହିପରି କାର୍ଯ୍ୟକ୍ରମ ରହିଛି l ମୋଟ ୫୬ଟି ଆଦିବାସୀ ଦଳ ନୃତ୍ୟ, ଗୀତ ପରିବେଷଣ କରିବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes