ମନ୍ କୀ ବାତ୍‌ରେ ଓଡ଼ିଶାର ମିଲେଟପ୍ରେନିୟର୍ସଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ

ସୁନ୍ଦରଗଡ଼ର ୧୫ଶହ ଏସ୍ଏଚଜି ମହିଳାଙ୍କ ଭୂମିକା ଓଡ଼ିଶା ମିଲେଟ ମିଶନରେ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ପ୍ରଧାମନ୍ତ୍ରୀ।

ସୁନ୍ଦରଗଡ଼ର ଏସ୍ଏଚଜି ମହିଳା ମିଲେଟ୍‌ରେ ସବୁ କିଛି ପ୍ରସ୍ତୁତ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes