ବୌଦ୍ଧ ଜିଲ୍ଲା ବାଉଁଶୁଣୀ ବାଘ ନଦୀ ବ୍ରିଜ ଛକ ଠାରେ ଗଧରଶିଲା ପୀଠରେ ମନ୍ଦିର ନିର୍ମାଣ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ସଭାପତି କିରଣ ତ୍ରୀପାଠୀ, ବାଉଁଶୁଣୀ ସରପଞ୍ଚ ଅଇ଼ଁଠୁ ମହାଲିକ,କନ୍ଦର୍ପ ସେଠୀ, ସନ୍ତୋଷ ତ୍ରୀପାଠୀ, କାହ୍ନୁଚରଣ ତ୍ରୀପାଠୀ ଓ ବେଣୁଧର ମେହେରଙ୍କ ସହ ଅଞ୍ଚର ବୃଦ୍ଧଜୀବି ସାମିଲ ହୋଇଥିଲେ।