ମନ୍ଦିର ଜମି ଜବରଦଖଲ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ କେନଝିରିଆପାଲି ଗ୍ରାମପଂଚାୟତ ଅଧିନସ୍ଥ ଖଇରମାଲ ଗାଁ ର ନାରାୟଣୀ ମନ୍ଦିର ଜମି ଏବଂ ଗ୍ରାମ ର ସରକାରୀ ଜମିକୁ କେତେକ ବ୍ୟକ୍ତି ଜବରଦଖଲ କରିଥିବାରୁ ଜବରଦଖଲ ଉଛେଦ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ l

ଖଇରମାଲ ଗ୍ରାମର ଶତାଧିକ ଗ୍ରାମବାସୀ ଏକ ଶାନ୍ତିପୂର୍ଣ୍ଣ ଭାବରେ ଏକତ୍ର ଯାଇ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କୁ ଏକା ଦାବିପତ୍ର ଦେଇଛନ୍ତି l ଯେପରି ଗ୍ରାମ ଜବରଦଖଲ ଦିଗରେ ତଦନ୍ତ ହୋଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବିପତ୍ର ରେ ଜଣାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes