ମନ୍ତ୍ରୀ ନବ ଦାସଙ୍କୁ ପୁଲିସ୍ ଏଏସ୍ଆଇ ଗୁଳି କରିଛନ୍ତି: ଏସଡିପିଓ

ମନ୍ତ୍ରୀ ନବ ଦାସଙ୍କୁ ଏଏସ୍ଆଇ ଗୋପାଳ ଦାସ ଗୁଳି କରିଥିବା  ବ୍ରଜରାଜନଗର ଏସଡିପିଓ ସୂଚନା ଦେଇଛନ୍ତି। 

ଗାନ୍ଧି ଛକ ପୁଲିସ୍‌ ଆଉଟପୋଷ୍ଟରେ ଏଏସ୍ଆଇ ଗୋପାଳ ଦାସ କାର୍ଯ୍ୟ କରନ୍ତି। ସେ କାହିଁକି ଗୁଳି କରିଛନ୍ତି ଅସ୍ପଷ୍ଟ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes