ମନ୍ତ୍ରୀଙ୍କ ବିନିକା ଏନଏସିର ଜାମଛାପର ଓ ମିଶ୍ରପାଳି ଗସ୍ତ

ଓଡ଼ିଶା ରାଜ୍ୟ ସରକାରଙ୍କ ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୋମବାର ବିନିକା ଏନଏସି ଅଧିନସ୍ଥ ଜାମଛାପର ଓ ମିଶ୍ରପାଳି ଗସ୍ତରେ ଆସି ପିଏମ୍ଏଓ୍ବାଇ ଓ ଏଲ୍ଆରସି ଉପରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ଲୋକଙ୍କ ସହିତ ଆଲୋଚନା କରିଥିଲେ ।

ଏହି ଅବସରରେ ସୋନପୁର ଉପ ଜିଲ୍ଲାପାଳ,‌ ବିନିକା ତହସିଲଦାର, ଏନଏସି ଅଧ୍ୟକ୍ଷ, କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes