ମନ୍ତେଇ ମହୋତ୍ସବ ୪ରେ, ଶେଷ ହେଲା ପ୍ରସ୍ତୁତି

ଆସନ୍ତା ଜୁନ ୪ ତାରିଖ ଭଦ୍ରକ ଟାଉନ ହଲଠାରେ ମନ୍ତେଇ ମହୋତ୍ସବ ଅନୁଷ୍ଠିତ ହେବ । ଏହାର ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ନେଇ ମହୋତ୍ସବର ଆୟୋଜକ କବି ଶ୍ରୀଗୋବିନ୍ଦ ଏକ ପ୍ରେସ ବିଜ୍ଞପ୍ତି ଯୋଗେ ଜଣାଇଛନ୍ତି ।

ମହୋତ୍ସବ ମୁଖ୍ୟତଃ ୩ଟି ଅଧିବେଶନରେ ବିଭକ୍ତ ହୋଇଛି । ଆଲୋଚକମାନେ ଯୋଗ ଦେଇ ଆଲୋଚନା କରିବେ । ଦ୍ୱିତୀୟ ଅଧିବେଶନ କବିତା ପାଠୋତ୍ସବ ଅନୁଷ୍ଠିତ ହେବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes