କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଗୋବର୍ଦ୍ଧନପୁର ପଞ୍ଚାୟତର ଗୋପାଳପୁର, ମଧୁପୁର, ରାମଚନ୍ଦ୍ରପୁର ଆଦି ଗ୍ରାମରେ ମନରେଗା ଯୋଜନାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଆଜି ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ତଦାରଖ କରିଛନ୍ତି ।
Credible Local News of Odisha