ମନମୁଣ୍ଡାରେ ବୃଦ୍ଧ ଜୟନ୍ତୀ ପାଳିତ ‌

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୃଦ୍ଧ ଜୟନ୍ତୀ ପାଳିତ ହୋଇଥିବା ବେଳେ ଆଜି ସନ୍ଧ୍ୟା ସମୟରେ ମନମୁଣ୍ଡା ତେଲନଦୀ ପୋଲ ପାଖରେ ବୃଦ୍ଧ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes