ମଧୁ ବାବୁ ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ

କେନ୍ଦୁଝର ଜିଲ୍ଲା ପାଟଣା ମହାବିଦ୍ୟାଳୟ ପରିସରରେ ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ସ୍ୱାଭିମାନ ଦିବସ ଭାବେ ପାଳନ କରାଯାଇଛି।

ଆୟୋଜିତ ସଭା ପାଟଣା ସମ୍ବାଦ ଓ ଆମ ଓଡିଶା ସଂଯୋଜକ ମହେଶ୍ବର ପୃଷ୍ଟିଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ମହାବିଦ୍ୟାଳୟର ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ସାହୁ,ମୁଖ୍ୟବକ୍ତା ଭାବେ ପାଟଣା ଥାନାଧିକାରୀ ମନୋରଞ୍ଜନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟାପକ ଯୁଧିଷ୍ଠିର ମହାନ୍ତ, ଅଧ୍ୟାପକ ଜଗନ୍ନାଥ ଓ ଲ୍ୟୁଟିଲାଣ୍ଟ ଧର୍ମେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes