ମଧୁସ୍ମିତା ସାହୁ ହେଲେ ରାଜସ୍ବ ବିଭାଗ ଯୁଗ୍ମ ସଚିବ

ରାଜ୍ୟ ଜଳସମ୍ପଦ ବିଭାଗ ଯୁଗ୍ମ ସଚିବ ମଧୁସ୍ମିତା ସାହୁଙ୍କୁ ଆଜି ସରକାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes