ମଡେଲ ସୌମ୍ୟରଞ୍ଜନ ଆତ୍ମହତ୍ୟା ମାମଲାରେ ସୋନାଲିଙ୍କ ନାରେ ମାମଲା

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗାୟିକା ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ନାଁରେ ମାମଲା ରୁଜୁ କରିଛି ଭୁବନେଶ୍ୱର ଇନ୍‌ଫୋସିଟି ଥାନା।

ଆତ୍ମହତ୍ୟା ପାଇଁ ସୌମ୍ୟ ତାଙ୍କ ସୁଇସାଇଡ୍ ନୋଟରେ ସୋନାଲିଙ୍କୁ ଦାୟୀ କରିଥିଲେ। ଜାନୁଆରୀ ୩୦ରେ ଆତ୍ମହତ୍ୟା କରିଥିଲେ ସୌମ୍ୟ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes