ମଙ୍ଗଳାଘାଟ ଛକ ନିକଟରୁ ୩ କେଜି ବ୍ରାଉନସୁଗାର ଜବତ

ପୁରୀ ଜିଲ୍ଲା ମଙ୍ଗଳାଘାଟ ଛକରୁ ୩ କେଜି ବ୍ରାଉନସୁଗାର ଜବତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।

ଏଥିରେ ଜଣେ ଗିରଫ ହୋଇଥିବା ସହ ଦୁଇ ଜଣ ଅଟକ ଅଛନ୍ତି ।ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes