ମଙ୍ଗଳାଘାଟରୁ 256 ଗ୍ରାମ ବ୍ରାଉନସୁଗର ଜବତ, 4 ଗିରଫ

ପୁରୀ ବାସେଳିସାହି ଥାନା ପୁଲିସ ଆଜି ମଙ୍ଗଳା ଘାଟ ଅଞ୍ଚଳରେ ଚଢ଼ାଉ କରି 256 ଗ୍ରାମର ବ୍ରାଉନସୁଗର ଜବତ କରିବା ସହ ଚାରି ଜଣଙ୍କୁ ଗିରଫ କରିଛି l

ଜବତ ବ୍ରାଉନସୁଗରର ମୂଲ୍ୟ 25 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes