ଭୂଇଁପୁର ପୂର୍ବତନ ସିଆରସିସି ଙ୍କୁ ଜେଲ ଦଣ୍ଡାଦେଶ

ଚମ୍ପୁଆ ବିଇଓ ଅଧିନସ୍ଥ ଭୂଇଁପୁର ପୂର୍ବତନ ସିଆରସିସି ବାସୁଦେବ ମହାନ୍ତଙ୍କୁ ଜେଲ ଆଜି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତିନି ବର୍ଷ ଓ ଦୁଇ ହଜାର ଟଙ୍କା ଫାଇନ ଦଣ୍ଡାଦେଶ କରିଛନ୍ତି। ସେ ୨୦୧୩ ମସିହା ରେ ଏକ ସ୍କୁଲ ର ବକେୟା ଅର୍ଥ ମଞ୍ଜୁର କରିବାକୁ ଲାଂଚ ନେଉଥିବା ବେଳେ ଧରାପଡିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes