ଭୁଶୁଡିଲା ନିର୍ମାଣାଧୀନ ପୋଲ

କେନ୍ଦ୍ରାପଡା କଜଳା ନିକଟରେ ଗୋବରୀ ନଦୀ କଡ଼ରେ ନିର୍ମାଣ ହୋଇଥିବା ୩୦୦ ମିଟରର ପୋଲ ଭୁଶୁଡି ପଡ଼ିଛି ।

ଗତକାଲି ରାତିରେ ପୋଲର ଛାତ ପଡ଼ିଥିଲା । ହେଲେ ଆଜି ସକାଳୁ ପୋଲର ଛାତ ଭୁଶୁଡି ପଡ଼ିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes