ଭୁବନେଶ୍ୱର କୋର୍ଟ ପରିସରରେ ପହଞ୍ଚିଲେ ଅର୍ଚ୍ଚନା ନାଗ

ଝାରପଡ଼ା ଜେଲ୍‌ରୁ କଡ଼ା ସୁରକ୍ଷାରେ ଅର୍ଚ୍ଚନାଙ୍କୁ ଭୁବନେଶ୍ୱର କୋର୍ଟ ଅଣାଯାଇଛି।

କୋର୍ଟରେ ହାଜର ପରେ ଅର୍ଚ୍ଚନାଙ୍କୁ ଇଡି ରିମାଣ୍ଡ ନେବା ପାଇଁ ଆବେଦନ କରିପାରେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes