ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ଅର୍ଚ୍ଚନା ନାଗ

ଅକ୍ଷୟ ପରିଜାଙ୍କୁ ୩ କୋଟି ବ୍ଲାକ୍‌ମେଲିଂ ମାମଲାରେ ଆଜି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହୋଇଛି ଅର୍ଚ୍ଚନା ନାଗ।

କଡ଼ା ସୁରକ୍ଷା ବଳୟରେ ଅର୍ଚ୍ଚନାକୁ ଝାରପଡ଼ା ଜେଲରୁ କୋର୍ଟ ନିଆଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes