ଭୁବନେଶ୍ୱର ଏମ୍ସ ସଫେଇ କର୍ମଚାରୀଙ୍କ ଧାରଣା

ଛଟେଇ ଓ ଦରମା କାଟ୍ ପ୍ରତିବାଦରେ ଏମ୍ସ ମୁଖ୍ୟ ଫାଟକରେ ତାଲା ପକାଇ ଶତାଧିକ କର୍ମଚାରୀ ଧାରଣାରେ ବସିଛନ୍ତି।

ମୁଖ୍ୟ ଫାଟକ ବନ୍ଦ ଯୋଗୁଁ ରୋଗୀ ସେବା ପ୍ରଭାବିତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes