ଭୁବନେଶ୍ୱର ଆସିବେ ପିଏନବି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କଲ୍ୟାଣ କୁମାର ଆଜି ଦିନିକିଆ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି ।

ଏହି ଅବସରରେ ସେ ଭୁବନେଶ୍ୱର ଅଂଚଳ ଏବଂ ଏହା ଅଧୀନରେ ଥିବା ମଣ୍ଡଳ ଗୁଡିକର ବ୍ୟବସାୟ ସମୀକ୍ଷା କରିବେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes