ଭୁବନେଶ୍ୱରରେ ସମସ୍ତେ କୋଭିଡ ମାସ୍କ ପରିଧାନ ପାଇଁ ପରାମର୍ଶ

ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ସମସ୍ତେ ମୁହଁରେ ମାସ୍କ ପରିଧାନ କରିବା ସହ ମଲ ଓ ବଜାରରେ ଦୁଇ ମିଟର ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ଆଜି ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes