ଭୁବନେଶ୍ୱରରେ ମେଘୁଆ ପାଗ ଓ ପବନ ଯୋଗୁଁ ସାମାନ୍ୟ ଆଶ୍ଵସ୍ଥି

ଆଜି ସକାଳୁ ଭୁବନେଶ୍ବରରେ ସାମାନ୍ୟ ମେଘୁଆ ପାଗ ଓ ପବନ ଯୋଗୁଁ ପ୍ରଚଣ୍ଡ ଗ୍ରୀଷ୍ମ ତାପରେ କିଛି ଦିନ ହେଲା ଆଉଟୁ ପାଉଟୁ ହେଉଥିବା ଲୋକଙ୍କୁ ସାମାନ୍ୟ ଆଶ୍ଵସ୍ଥି ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes