ଭୁବନେଶ୍ୱରରେ ପ୍ରବଳ ବର୍ଷା, ଜନଜୀବନ ବାଧାପ୍ରାପ୍ତ

ରାଜଧାନୀ ଭୁବନେଶ୍ୱରରେ ଆଜି ମଧ୍ୟାହ୍ନରେ ପ୍ରବଳ ବର୍ଷା ହେବାରୁ ବିଭିନ୍ନ ଅଞ୍ଚଳ ଅଚାନକ ଜଳବନ୍ଦୀ ହୋଇଛି l ବର୍ଷା ଫଳରେ ଜନଜୀବନ ବାଧାପ୍ରାପ୍ତ ହୋଇଛି l
ଆଜି ଦିନସାରା ଏହିପରି ରହି ରହି ପ୍ରବଳ ବର୍ଷା ହେବ ଏବଂ ଏପରିକି ଘଣ୍ଟା ପ୍ରତି 2/3 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version