ଭୁବନେଶ୍ୱରରେ ପହଞ୍ଚିଲେ ଜୟରାମ ରମେଶ ଓ ଦିଗବିଜୟ ସିଂହ

ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଓ ଦିଗବିଜୟ ସିଂହ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି l ଓଡିଶାରେ ଦଳ ପକ୍ଷରୁ ହେବାକୁ ଥିବା ଭାରତ ଯୋଡୋ ଯାତ୍ରାରେ ସେମାନେ ସାମିଲ ହେବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes