ଭୁବନେଶ୍ୱରରେ ଦିନକରେ 170 କରୋନା ସଂକ୍ରମିତ

ଗତ 24 ଘଣ୍ଟାରେ ଭୁବନେଶ୍ୱରରେ 170 ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ 76 ଜଣ ସୁସ୍ଥ ହୋଇଛନ୍ତି l ଏବେ ଭୁବନେଶ୍ୱରରେ ମୋଟ 47 ଜଣ ସକ୍ରିୟ କରୋନା ସଂକ୍ରମିତ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes