ଭୁବନେଶ୍ୱରରେ କଟୁରୀରେ ହାଣି ଲୁଟ୍ କରୁଥିବା ଗ୍ୟାଙ୍ଗର ୫ ଗିରଫ

କମିଶନରେଟ୍ ପୁଲିସ ୫ ଜଣଙ୍କୁ ଗିରଫ କରିବା ସହ ମାରଣାସ୍ତ୍ର ଜବତ କରିଛି।

ଏହି ଗ୍ୟାଙ୍ଗ ଭୋର୍ ସମୟରେ ଲୋକଙ୍କୁ ଟାର୍ଗେଟ କରି ଲୁଟୁଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes