ଭୁବନେଶ୍ୱରରେ ଏବେ ଅଛନ୍ତି 70 କରୋନା ପଜିଟିଭ

ଭୁବନେଶ୍ୱରରେ ଗତ 24 ଘଣ୍ଟାରେ 3 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି l ଏବେ ରାଜଧାନୀରେ ମୋଟ 70 ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes