ଭୁବନେଶ୍ୱରରେ ଆଉ 4 ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଗତ 24 ଘଣ୍ଟାରେ ଭୁବନେଶ୍ୱରରେ 4 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 8 ଜଣ ସୁସ୍ଥ ହୋଇଛନ୍ତି l ଏବେ ଭୁବନେଶ୍ୱରରେ 93 ଜଣ ସକ୍ରିୟ ରୋଗୀ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes