ଭୁବନେଶ୍ୱର ଭି.ଏସ.ଏସ ନଗରରେ ଘଟିଛି ଏହି ଘଟଣା ଘଟିଥିବା ବେଳେ
ଛୁରୀ ମାଡରେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି।
ଯୁବକଙ୍କୁ ସହୀଦ ନଗର ଥାନା ପୁଲିସ କାବୁ କରିଛି। ମାନସିକ ଭାରସାମ୍ୟ ହରାଇ ଯୁବକ ଜଣକ ଏହି କାର୍ଯ୍ୟ କରିଥିବା ସନ୍ଦେହ କରାଯାଉଛି।
Credible Local News of Odisha