ଭୁବନେଶ୍ଵରରେ ଅଳିଆଗଦାରେ ନିଆଁ, ଅଟକିଛି ଟ୍ରେନ

ଅଳିଆଗଦାରେ ନିଆଁ ଲାଗିଥିବାରୁ ବାପୁଜୀନଗର-କଳ୍ପନା ଫ୍ଲାଇଓଭର ତଳେ ଯାତ୍ରୀବାହୀ ଟ୍ରେନ ଅଟକି ରହିଛି।

ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ଲାଗିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes