ଭୁବନେଶ୍ବରରେ ଆଜି ଏୟାର ସୋ

ଆଜି ସକାଳ ୧୦ଟା ୧୬ ମିନିଟରୁ ଭୁବନେଶ୍ବର କୁଆଖାଇ ନଦୀ ପଠାରେ ସୂର୍ଯ୍ୟକିରଣ ଏୟାର ସୋ ହେବା।

ଏୟାର ସୋରେ ୯ଟି ହକ୍ ବିମାନ ସାମିଲ ହେବେ। ଏହି ଏୟାର ସୋ ରାଜ୍ୟପାଳ ଦେଖିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes