ଭୀମଭୋଇ ସମାଧି ପୀଠର ଅମୃତ ଧାରା ଅଚଳ

ସୋନପୁର ସଦର ବ୍ଲକ ଅନ୍ତର୍ଗତ ଖଲିଆପାଲି ଭୀମଭୋଇ ସମାଧି ପୀଠରେ ନିର୍ମାଣ କରାଯାଇଥିବା ଅମୃତ ଧାରା ପ୍ରକଳ୍ପ ବର୍ଷ ବର୍ଷ ହେବ ମରାମତି ଅଭାବରୁ ଅଚଳ ହୋଇପଡିଛି।

ଏ ବାବଦର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକଙ୍କୁ ପଚାରିବାରୁ କହିଛନ୍ତି ଯେ,
ଖୁବଶୀଘ୍ର ମରାମତି କରାଯିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes