ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଅଭିଯାନ ପାଇଁ ବୈଠକ

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ ଅଭିଯାନ ପାଇଁ ଆଜି ଉଦଳା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉଦଳା ବିଡ଼ିଓ ଦେବଜାନୀ ଭୁଁୟାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଚଳିତ ମାସ ୨୯ ତାରିଖରେ ଉଦଳା ହାଇସ୍କୁଲ ପଡ଼ିଆରେ ହେବାକୁ ସ୍ଥିର ହୋଇ ଥିବାବେଳେ ଭିନ୍ନକ୍ଷମ ମାନଙ୍କ ପ୍ରମାଣ ପତ୍ର, ବସ ପାସ, ବିଭିନ୍ନ ପ୍ରକାର ଭତା ଓ ବିଭିନ୍ନ ପ୍ରକାର ସମସ୍ୟା ର ସମାଧାନ ଏହି ଶିବିରରେ ହୋଇ ପାରିବ ବୋଲି ବିଡ଼ିଓ ଦେବଜାନୀ ଭୁଁୟା କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes