ଆୟ ବହିର୍ଭତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସିଭିଲ୍ ସପ୍ଲାଏ ଅଫିସର ଅନାଦି ଚରଣ ସେଠୀଙ୍କ ୫ଟି ଘରେ ଚଢ଼ାଉ ଜାରି ରହିଛି।
ଛତ୍ରପୁର, ବ୍ରହ୍ମପୁର, ବାଲେଶ୍ୱର, ଭୁବନେଶ୍ୱର ଘରେ ଚଢ଼ାଉ ଚାଲିଛି। ଅନାଦି ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ଅଛନ୍ତି।
Credible Local News of Odisha