ଗଞ୍ଜାମ ଡିଇଓ ଅଫିସର ଦୁଇଜଣ ଜୁନିଅର ଆସିଷ୍ଟାଣ୍ଟ ସୁଶୀଲ ପଟ୍ଟନାୟକ ଏବଂ ପ୍ରଦୀପ ମହାନ୍ତି ଆଜି ଜଣେ ଅବସରପ୍ରାପ୍ତ ପିଅନଙ୍କର ଏରିଅର କରାଇଦେବାକୁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି l
Credible Local News of Odisha