ଭିକାରୀଙ୍କ ଥଇଥାନକୁ ନେଇ ଟେଣ୍ତର ବିଜ୍ଞପ୍ତି ପ୍ରକାଶ

ଢେଙ୍କାନାଳ ଜିଲ୍ଲାରେ ଭିକାରୀଙ୍କ ଥଇଥାନ କରିବା ପାଇଁ ‘ସୁରକ୍ଷା’ ପ୍ରୋଗ୍ରାମର ପରିଚାଳନା ଓ କାର୍ଯ୍ଯ ସମ୍ପାଦନ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଅପ୍ରେଲ ୩୦ ଭିତରେ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes