ଭାଲିଆପଦର ଗ୍ରାମର ଚାଷ ଜମିରେ ନିଆଁ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଭାଲିଆପଦର ଗ୍ରାମର ଚାଷ ଜମିରେ ନିଆଁ ଲାଗି ବିଲ ଦେଇ ଚାଷୀଙ୍କୁ ଜଳଯୋଗାଣ ପାଇଁ ଯାଇଥିବା ପ୍ଲାଷ୍ଟିକ ପାଇପ ଓ ସ୍ଥାନୀୟ ବିଦ୍ୟୁତ୍ ଟ୍ରାନ୍ସଫରମର କ୍ଷତିଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି ।

ଆଜି ବେଳାରେ କେହି ଦୁର୍ବୃତ୍ତ ନିଆଁ ଲଗେଇ ଦେବାରୁ ପାଖାପାଖି ୧୦୦ ଏକର ଜମିକୁ ତାହା ବ୍ୟାପି ଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes