ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ମା’ ପୁଅ ଆହତ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ଗ୍ରାମର ଲକ୍ଷ୍ମୀ ଜାଲ ଓ ତାଙ୍କର ପୁଅ ଆଜି ସକାଳୁ ସୋନପୁର ଅଭିମୁଖେ ଆସୁଥିବା ବେଳେ ବଡକୁସଙ୍କ ପୋଲ ନିକଟରେ ଏକ ମାଙ୍କଡ ବାଇକ ସମ୍ମୁଖକୁ‌ ଡେଇଁ ପଡ଼ିବାରୁ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟିଥିଲା।

ଏଥିରେ ସ୍ଥାନୀୟ ଲୋକେ ଉଭୟ ମା ଓ ପୁଅଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes