ଭାରତ୍ତୋଲନରେ କିଟର ମୋତି ଜାନିଙ୍କୁ ରୌପ୍ୟ

ବେଙ୍ଗଲୋର ଜୈନ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ କିଟ ବିଶ୍ୱବିଦ୍ୟାଳୟର ମୋତି ଜାନି ମହିଳା ୫୯ କେଜି ଭାରତ୍ତୋଲନରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି ।

ସେ ୧୬୮କେଜି ଭାର ଉଠାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ ।ଏଥିପାଇଁ କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes