ଗଞ୍ଜାମର ଆସିକା ଥାନା ଦେଶର ଶ୍ରେଷ୍ଠ ଥାନା ବିବେଚିତ ହୋଇଛି।
୧୬୫ ପଏଣ୍ଟରେ ସୁନାମ ଅର୍ଜନ କରିଛି ଆସିକା ଥାନା। ଜାନୁଆରି ୨୦ରେ କେନ୍ଦ୍ର ଗୃହ ମନ୍ତ୍ରୀ ଥାନା ପୁରସ୍କାର ଦେବାର କାର୍ଯ୍ୟକ୍ରମ ଥିବାବେଳେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଟ୍ରଫି ଗ୍ରହଣ କରିବେ।
Credible Local News of Odisha