ଭାଡିମରା ୟୁପି ସ୍କୁଲକୁ ପରିଦର୍ଶନ କଲେ ସ୍ଥାନୀୟ ସରପଞ୍ଚ

ଜୁଯୋମୁରା ବ୍ଳକର ଲିପିଣ୍ଡା ପଞ୍ଚାୟତର ଭାଡିମରା ୟୁପି ସ୍କୁଲକୁ ଆଜି ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ ମିଦ୍ଧା ପରିଦର୍ଶନ କରିବା ସହ ସ୍କୁଲ ପରିଚାଳନା କମିଟିର ସଭ୍ୟ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ସ୍କୁଲର ବିଭିନ୍ନ ସମସ୍ୟା ନେଇ କରିଥିଲେ ଆଳୋଚନା ।

ସରପଞ୍ଚଙ୍କ ଏହି ପରିଦର୍ଶନ ସମୟରେ ଲିପିଣ୍ଡା ସମିତି ସଭ୍ୟ ନୄପଶେଖର କୁମୁରା , ନାଏବ ସରପଞ୍ଚ ମମତା ପଧାନ , ୱ।ଡ ମେମ୍ବର ନନ୍ଦଲାଳ ବାଗ ଓ ସୁଦେସନା ଦୁତିଆ ଚାନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes