ଭସାପୋଲ ଉପରେ ଭାରୀଯାନ ଚଳାଚଳା ପାଇଁ ଲାଗିଲା କଟକଣା

ଚିଲିକାରେ ଜଳସ୍ତର ହ୍ରାସ ପାଉଥିବା ବେଳେ ଭସାପୋଲ ଅଟକି ଯାଉଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ।

ତେଣୁ ଭସାପୋଲରେ ଆଉ ଯାତ୍ରା ବସ୍ କରିବନି। ଏ ନେଇ କଟକଣା ଲଗାଇଛି ଚିଲିକା ଉନ୍ନୟନ ବିଭାଗ। ସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes