ଭବାନୀପାଟଣା ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା

ଚଳିତ ଶିକ୍ଷାବର୍ଷରୁ ଭବାନୀପାଟଣା ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବା ନେଇ ଅନୁମତି ମିଳିଛି।

୧୦୦ଟି ଏମବିବିଏସ ସିଟ୍‌କୁ ଅନୁମୋଦନ ଦେଇଛନ୍ତି ଏନ୍ଏମସି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes