ଭବାନୀପାଟଣାରେ କିସର ସ୍କୁଲ ଉଦଘାଟିତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ କିସ ପକ୍ଷରୁ ପ୍ରତିଷ୍ଠିତ ଏକ ସ୍କୁଲକୁ ଉଦଘାଟନ କରିଛନ୍ତି l
ଏହି ସ୍କୁଲରେ 1200 ଜନଜାତି ପିଲା ମାଗଣାରେ ପାଠ ପଢ଼ାର ସୁଯୋଗ ପାଇପାରିବେ l କିସର ପ୍ରତିଷ୍ଠାତା ଓ ସାଂସଦ ଅଚ୍ୟୁତ ସାମନ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes