ଭଦ୍ରକ ଜିଲ୍ଲାରେ ମାଟ୍ରିକ ପାସ ହାର 91.23%

ଚଳିତ ବର୍ଷ ଭଦ୍ରକ ଜିଲ୍ଲାରେ ମାଟ୍ରିକ ପାସ ହାର 91.23% ଥିବା ବେଳେ 10 ହଜାର 306 ଜଣ ଛାତ୍ର ଓ 10 ହଜାର 625 ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes