ଭଦ୍ରକରେ ହେବ ସଂଗୀତ ପ୍ରତିଯୋଗିତା ଅଡିସନ୍

“ସୁମୋହନ ମ୍ୟୁଜିକ୍‌”  ଦ୍ୱାରା ଆୟୋଜିତ ସଂଗୀତ ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ଚୟନ ନିମନ୍ତେ ଏକ ଅଡିସନ୍ ଭଦ୍ରକର ସାଳନ୍ଦୀ ହସ୍ପିଟାଲ ସମ୍ମିଳନୀ କକ୍ଷରେ ଆସନ୍ତା ୧୧ ତାରିଖ ଅପରାହ୍ନ ୪ ଘଟିକା ସମୟରେ ଅନୁଷ୍ଠିତ ହେବ ।

ଏହି ପ୍ରତିଯୋଗିତାରେ ପ୍ରତିଯୋଗୀମାନେ କେବଳ ମହମ୍ମଦ ରଫି, ଲତା ମଙ୍ଗେସକର ଅଥବା କିଶୋର କୁମାରଙ୍କ ଗୀତ ଗାନ କରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes