ଭଦ୍ରକରୁ ୨୧ ଗ୍ରାମ ବ୍ରାଉନସୁଗର ଜବତ

ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ପକ୍ଷରୁ ଅର୍ଣ୍ଣପାଳ ଛକ ନିକଟରେ ଚେକିଂ ବେଳେ ଏହି ବ୍ରାଉନସୁଗର ଜବତ୍ ହୋଇଛି।

ମଟର ସାଇକେଲରେ ୩ ଜଣ ବ୍ୟକ୍ତି ବ୍ରାଉନସୁଗର ନେଇ ଯାଉଥିଲେ। ଅଭିଯୁକ୍ତଙ୍କ ନିକଟରୁ ନଗଦ ୨୭ ହଜାର ଟଙ୍କା ମଧ୍ୟ ଜବତ କରିଛି ଗ୍ରାମାଞ୍ଚଳ ପୁଲିସ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes