ଭତ୍ତାରୁ ବଞ୍ଚିତ ଦୁଇ ମହିଳା

ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ରଣପୁର ପଞ୍ଚାୟତ କଣ୍ଟିପୁର ଗ୍ରାମର ସମ୍ପଦ ବେହେରା ବୟସ ୬୬ ବର୍ଷ ଏବଂ ସତ୍ୟଭାମା ବେହେରା ବୟସ ୬୮ ବର୍ଷ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଥିବା କହିଛନ୍ତି । ଭତ୍ତା ପାଇଁ ଅନେକ ଥର ଆବଶ୍ୟକ ପ୍ରମାଣ ପତ୍ର ସହ ପଞ୍ଚାୟତ ଅଫିସରେ ଆବେଦନ କରିଥିଲେ ମଧ୍ୟ ଭତ୍ତା ମିଳି ନଥିବା ସେ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes