ଭଣ୍ଡାରିପୋଖରୀ:ମଦ ଜବତ, ୪ ଗିରଫ

ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ବ୍ଲକର ଚିଙ୍ଗୁଡିପୁର, ସି ପୁର, ବାରିକପୁର, ଅନନ୍ତପୁର, ଜଳମଣ୍ଡୁଆ ଆଦି ଅଞ୍ଚଳରେ ଆଜି ଧାମନଗର ଅବକାରୀ ଥାନା ପକ୍ଷରୁ ଚଢାଉ କରାଯାଇ ୮୦ ଲିଟର ଦେଶୀ ଓ ୫.୪୦୦ଲିଟର ବିଦେଶୀ ମତ ଜବତ କରାଯିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes