ବୟନିକାର ୬୬ ତମ ପ୍ରତିଷ୍ଠା ଦିବସ ସମାରୋହ

1956 ମସିହାରେ ପ୍ରତିଷ୍ଠିତ ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିମିଟେଡ଼ ବୟନିକା ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ବୟନ ଭବନ ପ୍ରାଙ୍ଗଣରେ ତାର 66 ତମ ପ୍ରତିଷ୍ଠା ଦିବସ ପାଳନ କରିଛି l

କାର୍ଯ୍ୟକ୍ରମକୁ ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର ଉଦଘାଟନ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes